ଗଣପତି ବସ୍ତି ହେଲା କଣ୍ଟେନମେଣ୍ଟ ଜୋନ୍‌

ଭୁବନେଶ୍ୱର : ନୂଆପଲ୍ଲୀସ୍ଥିତ ଗଣପତି ବସ୍ତିକୁ ବିଏମ୍‌ସି ଆଜି କଣ୍ଟେନମେଣ୍ଟ ଜୋନ୍‌ (ଆବଦ୍ଧାଞ୍ଚଳ) ଘୋଷଣା କରିଛି। ଏଠାରେ ଆଜି ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ବସ୍ତି ଓ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଏଠାରେ କିଛି ଦିନ ତଳେ ଜଣେ ଗର୍ଭବତୀ କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କ ପରିବାର ଲୋକ ଓ ପଡ଼ୋଶୀଙ୍କୁ ସଙ୍ଗରୋଧରେ … Continue reading ଗଣପତି ବସ୍ତି ହେଲା କଣ୍ଟେନମେଣ୍ଟ ଜୋନ୍‌